ନୂଆଦିଲ୍ଲୀ : ଦେଶର ୧୧ଟି ବିମାନବନ୍ଦରକୁ ଲିଜ୍ ସୂତ୍ରରେ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏକ ସାକ୍ଷାତକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା କହିଛନ୍ତି। ସେ କହିଲେ ବିମାନବନ୍ଦରଗୁଡ଼ିକୁ ଦୀର୍ଘମିଆଦୀ ୫୦ ବର୍ଷିଆ ଲିଜ୍ରେ ପ୍ରଦାନ କରାଯିବ। ତେବେ ଏହି ଯୋଜନାର ବିସ୍ତୃତ ରୂପରେଖ ଆଗାମୀ ଦିନରେ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
୧୧ଟି ବିମାନବନ୍ଦରକୁ ଲିଜ୍ରେ ଦିଆଯିବ
/sambad/media/post_attachments/wp-content/uploads/2021/04/flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)