ଭୋପାଳ : ମଧ୍ୟପ୍ରଦେଶରେ ଏକ ବିଷାକ୍ତ ମଦ ମୃତ୍ୟୁମାମଲା ସାମନାକୁ ଆସିଛି । ରାଜ୍ୟର ମୋରେନାଠାରେ ବିଷାକ୍ତ ମଦ ପିଇ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ମାନେ ଦୁଇଟି ଅଲଗା ଅଲଗା ଗ୍ରାମର ଅଧିବାସୀ । ସୁନାବଲି ଥାନା ଅଧିନସ୍ଥ ପହାବଲୀ ଗାଁରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ବାଗଚିନି ଅଞ୍ଚଳର ମାନପୁର ଗାଁରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/hooch.jpg)