କେରଳରେ ବର୍ଷା ବିତ୍ପାତ, ୧୧ ମୃତ

ଥିରୁଅନନ୍ତପୁରମ୍‌: କେରଳରେ ଏବେ ବର୍ଷା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ଲଗାଣ ବର୍ଷା ହେତୁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ହେତୁ ଗତ ଜୁଲାଇ ୯ ତାରିଖରୁ ଏଯାବତ୍‌ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ତଳିଆ ଅଞ୍ଚଳ ବୁଡ଼ି ରହିଛି ଏବଂ ଅନେକ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର