କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ଦିନ ଏକ ମସ୍ଜିଦ ଏବଂ ୩ଟି ମିନିବସ୍ରେ ବିସ୍ଫୋରଣ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ମସ୍ଜିଦ୍ରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।
କାବୁଲ୍ରେ ବିସ୍ଫୋରଣ, ୧୮ ମୃତ
/sambad/media/post_attachments/wp-content/uploads/2022/05/kabul-blast.jpg)