ବସ୍‌ ଦୁର୍ଘଟଣାରେ ୧୯ ମୃତ

0

ଇସ୍‌ଲାମାବାଦ୍‌ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି ଦୁଇଟି ଯାତ୍ରୀବାହୀ ବସ୍‌ ମୁହଁାମୁହିଁ ଧକ୍କା ହୋଇ ୧୯ ଜଣଙ୍କ ପ୍ରାଣହାନି ହୋଇଛି ଏବଂ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତ ରବିବାର ରାତିରେ ଗାଜି ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର