ଇସ୍ଲାମାବାଦ୍ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି ଦୁଇଟି ଯାତ୍ରୀବାହୀ ବସ୍ ମୁହଁାମୁହିଁ ଧକ୍କା ହୋଇ ୧୯ ଜଣଙ୍କ ପ୍ରାଣହାନି ହୋଇଛି ଏବଂ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତ ରବିବାର ରାତିରେ ଗାଜି ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ବସ୍ ଦୁର୍ଘଟଣାରେ ୧୯ ମୃତ
/sambad/media/post_attachments/wp-content/uploads/2018/10/bus-accident.jpg)
ଇସ୍ଲାମାବାଦ୍ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି ଦୁଇଟି ଯାତ୍ରୀବାହୀ ବସ୍ ମୁହଁାମୁହିଁ ଧକ୍କା ହୋଇ ୧୯ ଜଣଙ୍କ ପ୍ରାଣହାନି ହୋଇଛି ଏବଂ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତ ରବିବାର ରାତିରେ ଗାଜି ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
Join and get latest news updates delivered to you via WhatsApp