ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ବୁଧବାର ସକାଳେ ଲଗାତର ଦୁଇଟି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଏହି ଦୁଇ ଥର ହୋଇଥିବା ଭୂକମ୍ପର ତୀବ୍ରତା ରିଚଟର ସ୍କେଲ୍ରେ ୪.୮ ଓ ୩.୦ ବୋଲି ଭାରତୀୟ ପାଣିବାଗ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରଥମେ ସକାଳ ୭.୪୭ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଦ୍ୱିତୀୟ ଭୂକମ୍ପ ୮.୨୭ରେ ହୋଇଥିବା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି।
IMD: An earthquake of magnitude 3.0 struck Satara. Maharashtra at 8;27 am today. https://t.co/w80eJoxXRp
— ANI (@ANI) June 20, 2019
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/55201-earthquake_0.jpg)