ର୍ଵାଣ୍ଡାକୁ ୨୦୦ ଗାଈ ଉପହାର ଦେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ୫ ଦିନିଆ ଆଫ୍ରିକା ଗସ୍ତରେ ଯାଇଛନ୍ତି। ପ୍ରଥମ ଦିନରେ ର୍ଵାଣ୍ଡା ଗସ୍ତରେ ଯାଇଥିବା ମୋଦୀ ଦେଶ ପାଇଁ ୨୦୦ ନିୟୁତ ଡଲାର ଋଣ ଯୋଗାଇବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ର୍ଵାଣ୍ଡାର ଏକ ଗ୍ରାମକୁ ସେ ୨୦୦ ଗାଈ ଉପହାର ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର