୨୦୧୫ ପ୍ୟାରିସ୍ ଆକ୍ରମଣର ତଦନ୍ତ ପାଇଁ କେରଳରେ ଫ୍ରାନ୍ସ ପୁଲିସ ଟିମ୍‌

ଥିରୁବନନ୍ତପୁରମ୍‌: ୨୦୧୫ ପ୍ୟାରିସ୍‌ ଆକ୍ରମଣର ତଦନ୍ତ ପାଇଁ ଏବେ କେରଳରେ ପହଞ୍ଚିଛନ୍ତି ଫ୍ରାନ୍ସ ପୁଲିସ ଟିମ୍‌। ୨୦୧୫ ପ୍ୟାରିସ୍‌ ଆକ୍ରମଣରେ ୧୩୦ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ପ୍ୟାରିସ୍‌ ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ସୁବାହାନି ହାଜି ମୋଇଦିନ୍‌କୁ ଜେରା କରିବାପାଇଁ ଫ୍ରାନ୍ସ ପୁଲିସ ଏବେ କେରଳର ଥ୍ରିସୁରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର