ଗୁଲମର୍ଗ : ଜମ୍ମୁ କାଶ୍ମୀରର ଉତ୍ତର ଗୁଲମର୍ଗ ଠାରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନାହିଁ। ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଗିଲ୍ଗିଟ୍ ରହିଥିଲା। ଗତ ପାଞ୍ଚ ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ଗତ ଫେବୃଆରୀ ୫ରେ ଏଠାରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।
ଜମ୍ମୁ କାଶ୍ମୀରରେ ୩.୮ତୀବ୍ରତାର ଭୂକମ୍ପ
/sambad/media/post_attachments/wp-content/uploads/2021/09/earthquakes.jpg)