ନୂଆଦିଲ୍ଲୀ: ମୁମ୍ବାଇର ଏଲଫିନଷ୍ଟୋନ ରେଳବାଇ ଫୁଟ୍ ଓଭରବ୍ରିଜ୍ରେ ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ୪୬ ମିନିଟ ସମୟରେ ଏହି ଘଟଣା ଘଟିଛି ଓ ଏଥିରେ ଅନ୍ୟୁନ ୩ ଜଣ ଲୋକଙ୍କର ମୃତ୍ୟୁ ସହିତ ୨୦/୨୫ ଜଣ ଆହତ ହୋଇଥିବା ମୁମ୍ବାଇ ମହାନଗର ନିଗମ ର ବିପର୍ଯ୍ୟୟ ପରିଳାନା ଅଧିକାରୀଙ୍କ ଠାରୁ ପ୍ରକାଶ।
ମୁମ୍ବାଇ:ରେଳବାଇ ଫୁଟ୍ ଓଭରବ୍ରିଜ୍ରେ ଦଳଚକଟା, ୩ ମୃତ,୨୦ରୁ ଊର୍ଧ୍ୱ ଆହତ
/sambad/media/post_attachments/wp-content/uploads/2017/09/Elphinstone-railway-stations-foot-over-bridge..jpeg)