ପାଟନା : ପାଟନା ସ୍ଥିତ ବିହାର ମୁଖ୍ୟାଳୟରେ କରୋନା ସଂକ୍ରମଣ ବଢ଼ିବା ପରି ବିହାର ରାଜଭବନରେ ମଧ୍ୟ ୩୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବିହାର ରାଜଭବନରେ ରହୁଛନ୍ତି ବିହାରର ୨୯ ତମ ରାଜ୍ୟପାଳ ଫଗୁ ଚୌହାନ୍। ବିହାର ବିଜେପି ମୁଖ୍ୟାଳୟରେ ୨୫ରୁ ଅଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବିହାର ବିଜେପି ମୁଖ୍ୟ ସଂଜୟ ଜୈସ୍ବାଲ୍ ଏବଂ ତାଙ୍କ ପତ୍ନୀ ଓ ମା' ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ବଢ଼ିବାରୁ ବିହାରରେ ଜୁଲାଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଛି।
ବିହାର ରାଜଭବନରେ ୩୦ରୁ ଅଧିକ ସଂକ୍ରମିତ
ବିହାର ବିଜେପି ମୁଖ୍ୟ, ପତ୍ନୀ ଏବଂ ମା' ମଧ୍ୟ ପଜିଟିଭ୍
/sambad/media/post_attachments/wp-content/uploads/2020/07/07_06_2018-raj-bhavan_18051676.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)