ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୨-୨୩ ଆର୍ଥିକ ବର୍ଷର ଜୁଲାଇ ୧୪ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ୩୧୬ କିମି ରାସ୍ତା ନିର୍ମାଣ ହୋଇଛି। ରାଜ୍ୟରେ ୨୦୧୯-୨୦ ରେ ୫,୨୯୮.୪୩ କିମି, ୨୦୨୦-୨୧ ରେ ୧୮୪୪.୨୭ କିମି, ୨୦୨୧-୨୨ ରେ ୨୮୨୯.୧୬ କିମି ରାସ୍ତା ଏହି ଯୋଜନାରେ ନିର୍ମାଣ ହୋଇଥିଲା। ଉପରୋକ୍ତ ସମୟ ମଧ୍ୟରେ ୧୦,୨୮୭.୮୬ କିମି ରାସ୍ତା ଏହି ଯୋଜନାରେ ନିର୍ମାଣ ହୋଇଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ମମତା ମହନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି।
ଚଳିତ ଆର୍ଥିକ ବର୍ଷରେ ୩୧୬ କିମି ପ୍ରଧାନମନ୍ତ୍ରୀ ସଡ଼କ
/sambad/media/post_attachments/wp-content/uploads/2018/03/pmgsy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)