ସୁକମା: ଛତିଶଗଡ଼ର ସୁକୁମା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ଏନ୍ଏଚ୍ ୩୦ରେ ଦରଭା ନିକଟରେ ଏକ ଡିଜାୟାର ଗାଡ଼ି ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। କାର୍ଟି ପାଣିରେ ଭାସିଥିବା ବେଳେ ସମସ୍ତ ୪ ଜଣ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରେ ୨ ଶିଶୁ ମଧ୍ୟ ଅଛନ୍ତି। ସ୍ବାଭାଗ୍ୟବଶତଃ ଚାରି ଜଣଙ୍କୁ ବାଦ୍ ଦେଇ କାର୍ ଚାଳକ ପହଁରି ପହଁରି ଯାଇ ନିଜ ଜୀବନ ବଞ୍ଚାଇଥିଲେ। ସମସ୍ତେ ତାମିଲ୍ନାଡୁର ବାସିନ୍ଦା ବୋଲି ଜାଣିବାକୁ ମିଳିିଛି।
ପାଣିରେ କାର୍ ବୁଡ଼ିଯିବାରୁ ଗଲା ୪ ଜୀବନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
ଛତିଶଗଡ଼ର ସୁକୁମା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ଏନ୍ଏଚ୍ ୩୦ରେ ଦରଭା ନିକଟରେ ଏକ ଡିଜାୟାର ଗାଡ଼ି ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ।
/sambad/media/media_files/2025/08/27/new-project-2-2025-08-27-10-45-45.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)