ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ବନ୍ଦରରେ ରବିବାର ଏକ ୩୯୯ ମିଟର ଲମ୍ବ ଜାହାଜ ଲାଗିଛି। ଏହି ଜାହାଜର ଆକାର ଚାରିଟି ଫୁଟ୍ବଲ୍ ପଡ଼ିଆ ସହ ସମାନ। ଏହା ହେଉଛି ଏକ କଣ୍ଟେନର ଜାହାଜ ଯେଉଁଥିରେ ବିଭିନ୍ନ ସାମଗ୍ରୀ ଭର୍ତ୍ତି ହୋଇଥିବା କଣ୍ଟେନର ପରିବହନ କରାଯାଉଛି। ୨୦୧୫ରେ ତାହାକୁ ନିର୍ମାଣ କରାଯାଇଥିଲା।
ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏହି ବନ୍ଦରରେ ଏହା ପୂର୍ବରୁ ୨୦୨୧ରେ ୩୯୭ ମିଟରର ଏକ ଜାହାଜ ଲାଗିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/38-1.jpg)