ପୁଲଓ୍ଵାମା: ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍ ବସ୍ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ସହିଦ୍ଙ୍କୁ ମନେ ପକାଇ ଆଜି ତାଙ୍କ ଜନ୍ମାମାଟି ଗୁମୁରି ଗୁମୁରି କାନ୍ଦୁଛି। ବିଭିନ୍ନସ୍ଥାନରେ ଯବାନ ସହିଦ ହୋଇଛନ୍ତି। ସେଥିମଧ୍ୟରୁ ଉତ୍ତରପ୍ରଦେଶର ୧୨ଜଣ ଯବାନ ରହିଛନ୍ତି। ଦେଶପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ୪୦ଯବାନ କିଏ ଏବଂ ତାଙ୍କ ଘର କେଉଁଠି ଆସନ୍ତୁ ଜାଣିବା...
/sambad/media/post_attachments/wp-content/uploads/2019/02/900-2-300x225.jpg)
ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ
୧.ଓଡ଼ିଶାର ଜଗତସିଂହପୁରର ହେଡ କନେଷ୍ଟବଳ ପ୍ରସନ୍ନ କୁମାର ସାହୁ
୨. କଟକର ମନୋଜ ବେହେରା
୩. ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାର ଛାପିୟାର ଜୟଦେବ ଗ୍ରାମରେ ବସବାସ କରୁଥିବା ବିଜୟ କୁମାର ମୌର୍ଯ୍ୟ
୪. ପଶ୍ଚିମବଙ୍ଗର ହାଓ୍ଡା ଜିଲ୍ଲାର ପଶ୍ଚିମ ବାଉରିଆରେ ବସବାସ କରୁଥିବା ବବୁଲ ସନ୍ତରା
୫.ଉତ୍ତରପ୍ରଦେଶର ପ୍ରୟୋଗରାଜର ତୁଡିହରବାଦଲ ପୁରୁଣା ଗ୍ରାମରେ ବସବାସ କରୁଥିବା କନେଷ୍ଟବଳ ମହେଶ କୁମାର
୬.ରାଜସ୍ଥାନର ଜେତପୁରରେ ରହୁଥିବା ଭାଗିରଥ ସିଂହ
୭.ୟୁପିର ମେନପୁରୀର ବିନାୟକପୁରରେ ରହୁଥିବା ହେଡ କନେଷ୍ଟବଳ ରାମ ଭକିଲ
୮.ବିହାର ପାଟନାର ରାରଗ ଗ୍ରାମରେ ରହୁଥିବା ହେଡ କନେଷ୍ଟବଳ ସଞ୍ଜୟ କୁମାର ସିହ୍ନା ପୁଲଓ୍ାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଛନ୍ତି।
/sambad/media/post_attachments/wp-content/uploads/2019/02/90-1-1-300x225.jpg)
ଉତ୍ତରାଖଣ୍ଡର ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ମୋହନ ଲାଲ, ପଶ୍ଚିମ ବଙ୍ଗ ନଦିୟା ଜିଲ୍ଲାର ସୁଦୀପ ବିଶ୍ୱାସ, ଆସାମର ମନେଶ୍ୱର ବାସୁମତାରି, ଏହି ବୀର ଯବାନଙ୍କ ବ୍ୟତୀତ
୯. ରାଜସ୍ଥାନର ରାଜସାସଂଦର ବିନୋଲରେ ରହୁଥିବା ହେଡ୍ କନେଷ୍ଟବଳ ନାରାୟଣ ଲାଲ ଗୁର୍ଜର
୧୦.ଆଗ୍ରାସ୍ଥିତ କେହରଇ ଗ୍ରାମର କୌଶଳ କୁମାର ରାଓ୍ତ
୧୧, କାନପୁର ଦେହାତ ଜିଲ୍ଲାର ରାୟଗଓ୍ାନ୍ ଗ୍ରାମର ଶ୍ୟାମ ବାବୁ
୧୨. ୟୁପିର ପ୍ରଦୀପ ସିଂହ
୧୩. ଅଜିତ କୁମାର ଆଜାଦ
୧୪.ମହାରାଷ୍ଟ୍ରର ହେଡ କନେଷ୍ଟବଳ ସଞ୍ଚୟ ରାଜପୁତ ବି ଦେଶପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି।
୧୫. ଉତ୍ତରାଖଣ୍ଡର ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ମୋହନ ଲାଲ
୧୬.ପଶ୍ଚିମ ବଙ୍ଗ ନଦିୟା ଜିଲ୍ଲାର ସୁଦୀପ ବିଶ୍ୱାସ
୧୭.ଆସାମର ମନେଶ୍ୱର ବାସୁମତାରି
୧୮. ତାମିଲନାଡୁର ଶିବଚନ୍ଦ୍ରନ.ସି
୧୯. ପଞ୍ଜାବର କୁଲବିନ୍ଦର ସିଂହ
୨୦.ୟୁପିର ଅମିତ କୁମାର
୨୧.ରାଜସ୍ଥାନର ଜିତ ରାମ
୨୨.କର୍ଣ୍ଣାଟକର ଗୁରୁ ଏଚ
୨୩.ତାମିଲନାଡୁର ସୁବ୍ରମଣ୍ୟମ ଜି
୨୪.କେରଳର ବସନ୍ତ କୁମାର ଭିଭି
୨୫.ଝାଡଖଣ୍ଡର ବିଜୟ ସୋରଙ୍ଗ
୨୬. ହିମାଚଳ ପ୍ରଦେଶର ତିଲକ ରାଜ
୨୭. ରାଜସ୍ଥାନର ରୋହିତାସ ଲାମ୍ବା
୨୮.ପଞ୍ଜାବର ସୁଖଜିନ୍ଦର ସିଂହ,
୨୯. ଜମ୍ମୁ-କଶ୍ମୀରର ନସୀର ଅହମଦ
୩୦.ପଞ୍ଜାବର ହେଡ କନେଷ୍ଟବଳ ଜୟମାଳ ସିଂହ (ଏହି ଯବାନ ବିସ୍ଫୋରଣ ହୋଇଥିବା ବସ୍କୁ ଚଳାଉଥିଲେ),
୩୧.ପଞ୍ଜାବର ମନିନ୍ଦର ସିଂହ ଅଟରି
୩୨. ୟୁପିର ରମେଶ ଯାଦବ
୩୩. ରାଜସ୍ଥାନର ହେମରାଜ ମିଣା
୩୪. ୟୁପିର ପଙ୍କଜ କୁମାର ତ୍ରିପାଠୀ,
୩୫. ଉତ୍ତରାଖଣ୍ଡର ବୀରେନ୍ଦ୍ର ସିଂହ
୩୬. ବିହାରର ରତନ କୁମାର ଠାକୁର
୩୭.ୟୁପିର ଅବଧେସ କୁମାର ଯାଦବ
୩୮.ମଧ୍ୟପ୍ରଦେଶର ଅଶ୍ୱୀନି କୁମାର
୩୯.ୟୁପିର ସିଆରପିଏଫ୍କନେଷ୍ଟବଳ ପ୍ରଦୀପ କୁମାର
୪୦. ମହାରାଷ୍ଟ୍ରର ରାଠେଡ ନିତିନ ଶିବାଜୀ ପୁଲଓ୍ାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/.jpg)