ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କବାଦୀଙ୍କ ଆର୍ଥିକ କାରବାର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଫାଇନାନ୍ସିଆଲ୍ ଆକ୍ସନ ଟ୍ୟାକ୍ସ ଫୋର୍ସ’ (ଏଫ୍ଏଟିଏଫ୍) ଏବେ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି। ପାକିସ୍ତାନ ଏଫ୍ଏଟିଏଫ୍ର ୬ଟି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ପୂରଣ କରିନାହିଁ। ପାକିସ୍ତାନ ଏଫ୍ଏଟିଏଫ୍କୁ ପ୍ରଦାନ କରିଥିବା ଆତଙ୍କବାଦୀ ତାଲିକାରୁ ୪୦୦୦ ଆତଙ୍କବାଦୀଙ୍କ ନାମ ଗାଏବ ହୋଇଯାଇଛି। ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୌଲାନା ମସୁଦ୍ ଆଝାର୍ ଏବଂ ହାଫିଜ ସୟିଦ୍କୁ ମଧ୍ୟ ପାକିସ୍ତାନ ସୁରକ୍ଷା ଦେଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp