କାବୁଲ,: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ସରକାରୀ କାର୍ଯ୍ୟାଳୟ ଉପରେ ଆତ୍ମଘାତୀ ଆତଙ୍କବାଦୀମାନେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଆଖିବୁଜା ଗୁଳିମାଡ଼ ଏବଂ ବିସ୍ଫୋରଣରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଚଳିତବର୍ଷ ରାଜଧାନୀ କାବୁଲରେ ଏହା ଆତଙ୍କବାଦୀର ସବୁଠୁ ବଡ଼ ଆକ୍ରମଣ ବୋଲି ସରକାର କହିଛନ୍ତି।
କାବୁଲରେ ଆତଙ୍କବାଦୀ ଆକ୍ରମଣ, ୪୩ ମୃତ
/sambad/media/post_attachments/wp-content/uploads/2018/12/kabul-terrorist-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)