ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି।
ନୃପେନ୍ଦ୍ର ମିଶ୍ରାଙ୍କ କହିବାନୁସାରେ, ରାମମନ୍ଦିରରେ ଏଯାବତ ଖଞ୍ଜା ଯାଇଥିବା ସୁନାର ମୂଲ୍ୟ ୫୦କୋଟି ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଏଥିରେ କୌଣସି ପ୍ରକାର ଟ୍ୟାକ୍ସ ସାମିଲ ନାହିଁ। ଏହି ସୁନାକୁ ମୁଖ୍ୟତଃ ମନ୍ଦିରର ନିମ୍ନଦ୍ବାର ଓ ଭଗବାନଙ୍କ ସିଂହାସନକୁ ସଜାଇବାରେ ବ୍ୟବହାର କରାଯାଇଛି। ଏବେ ବି ମନ୍ଦିରକୁ ସୁନାରେ ସଜାଯିବାର କାମ ଜାରି ରହିଛି।
ଅପରେସନ ସିନ୍ଦୂରକୁ ମନେ ରଖିବ ପାକିସ୍ତାନ : ଚେନାବ ସେତୁକୁ ଉଦଘାଟନ କରି କହିଲେ ମୋଦୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/06/zV58sqVMHe4hynYDe27V.jpg)