୪ ଆଇଆଇଟି ପ୍ରଫେସରଙ୍କ ବିରୋଧରେ ଏତଲା

ଦଳିତ ଫ୍ୟାକଲ୍ଟି ମେମ୍ବରଙ୍କୁ ମାନସିକ ନିର୍ଯାତନା

କାନପୁର : ଆଇଆଇଟି କାନପୁରରେ ଜଣେ ଦଳିତ ଫ୍ୟାକଲ୍ଟି ମେମ୍ବରଙ୍କୁ ମାନସିକ ନିର୍ଯା‌ତନା ଦେବା ଅଭିଯୋଗରେ ୪ ଜଣ ଆଇଆଇଟି ପ୍ରଫେସରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ୪ ବରିଷ୍ଠ ପ୍ରଫେସର ଏଶାନ୍ ଶର୍ମା, ସଞ୍ଜୟ ମିତ୍ତଲ୍‌, ରାଜୀବ ଶେଖର, ସିଏସ୍‌ ଉପାଧ୍ୟାୟଙ୍କ ବିରୋଧରେ ଏସ୍‌ଏସ୍‌ଟି ନିର୍ଯାତନା ନିବାରଣ ଆଇନ ଅଧୀନରେ ଏତଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର