ୱେଲିଙ୍ଗଟନ୍ : ନ୍ୟୁଜିଲାଣ୍ଡ ଉତ୍ତର ଦ୍ୱୀପର ମଧ୍ୟ ଭାଗରେ ଥିବା ୱାଇକାଟୋ ଜିଲ୍ଲାରେ ବୁଧବାର ଦିନ ୫.୧ ତୀବ୍ରତାର ଭୂମିକମ୍ପ ହୋଇଛି। ସ୍ଥାନୀୟ ସମୟ ସକାଳ ୫.୩୦ରେ ଏହି ଭୂକମ୍ପ ଆରୋହାଠାରୁ ପାଞ୍ଚ କିଲୋମିଟର ଦକ୍ଷିଣରେ ୭ କିଭି ଗଭୀରତାରେ ହୋଇଥିଲା। ଅନେକ ଲୋକ କହିଛନ୍ତି ଯେ ଏହି ଭୂକମ୍ପ ବହୁତ ଶକ୍ତିଶାଳୀ ଥିଲା ଏବଂ ୨୦ ସେକେଣ୍ଡ ପର୍ଯ୍ୟାନ୍ତ ଅନୁଭୂତ ହୋଇଥିଲା। ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp