ନୂଆଦିଲ୍ଲୀ: ନାଇଜେରିଆର ୫ ଜଣ ଭାରତୀୟ ନାବିକଙ୍କୁ ଅପହରଣ କରାଯାଇଛି। ଜଳଦସ୍ୟୁ ମାନେ ଉକ୍ତ ଅପହରଣରେ ସମ୍ପୃକ୍ତ ଥିବା କୁହାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଏନେଇ ନାଇଜେରିଆ ସ୍ଥିତ ଭାରତର ରାଷ୍ଟ୍ରଦୂତ୍ତ ଅଭୟ ଠାକୁରଙ୍କ ସହ ଆଲୋଚନା କରିଛନ୍ତି।
୫ ଭାରତୀୟ ନାବିକଙ୍କୁ ଅପହରଣ
/sambad/media/post_attachments/wp-content/uploads/2019/05/16eebnmo_sushma-swaraj-ani_625x300_01_December_18.jpg)