୫ ଭାରତୀୟ ନାବିକଙ୍କୁ ଅପହରଣ

0

ନୂଆଦିଲ୍ଲୀ: ନାଇଜେରିଆର ୫ ଜଣ ଭାରତୀୟ ନାବିକଙ୍କୁ ଅପହରଣ କରାଯାଇଛି। ଜଳଦସ୍ୟୁ ମାନେ ଉକ୍ତ ଅପହରଣରେ ସମ୍ପୃକ୍ତ ଥିବା କୁହାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଏନେଇ ନାଇଜେରିଆ ସ୍ଥିତ ଭାରତର ରାଷ୍ଟ୍ରଦୂତ୍ତ ଅଭୟ ଠାକୁରଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.