ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରରେ ସୁପ୍ରିମକୋର୍ଟରେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ତେବେ ଏଥିଯୋଗୁଁ କୋର୍ଟ କାର୍ଯ୍ୟରେ କୌଣସି ବାଧା ଉପୁଜିନି। ବିଚାରପତି ମାନେ କୋର୍ଟରୁମ୍ ପରିବେର୍ତ୍ତ ଘରୁ ଭିଡିଓ କନଫରେନ୍ସ ଦ୍ବାରା ଶୁଣାଣି କରିବେ। ସଂକ୍ରମଣ ବଢ଼ିବାରୁ କୋର୍ଟରୁମ୍ ସମେତ ସମଗ୍ର କୋର୍ଟ ପରିସରକୁ ଏବେ ଭଲଭାବେ ବିଶୋଧନ କରାଯାଉଛି। ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, ମହାମାରୀ ଯୋଗୁଁ ନ୍ୟାୟିକ କାର୍ଯ୍ୟକ୍ରମରେ କୌଣସି ବାଧା ଉପୁଯିବନି। ନ୍ୟାୟିକ କର୍ଯ୍ୟ ଜାରି ରଖିବାପାଇଁ ସୁପ୍ରିମକୋର୍ଟରେ ଭିତ୍ତିଭୂମିର ଅଭାବ ନାହିଁ। ଉଲ୍ଲେଖଯୋଗ୍ୟ ପୂର୍ବରୁ ପରୋନାର ପ୍ରଥମ ଲହର ବେଳେ ସୁପ୍ରିମକୋର୍ଟର ୬ ଜଣ ବିଚାରପତି ସଂକ୍ରମିତ ହୋଇଥିଲେ।
ସୁପ୍ରିମକୋର୍ଟର ୫୦% କର୍ମଚାରୀଙ୍କୁ କରୋନା, ଘରୁ କାମ କରିବେ ବିଚାରପତି
/sambad/media/post_attachments/wp-content/uploads/2021/04/Corona-Virus.png)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)