ବେଙ୍ଗାଲୁରୁ : କର୍ଣ୍ଣାଟକର ଧାରୱଡ଼ ଜିଲ୍ଲା ଅଗଷ୍ଟ ୧୫ ତାରିଖରେ ବିଶ୍ବ ରେକର୍ଡ କରିବ। ୫୦ ହଜାରରୁ ଅଧିକ ଲୋକ ୯ କିମି ଲମ୍ବ ଏବଂ ୯ ଫୁଟ୍ ଚଉଡ଼ାର ଏକ ତ୍ରିରଙ୍ଗା ଧରି ଏକ ରୢାଲି କରିବେ। ୭୫ ତମ ସ୍ବାଧୀନତା ଦିବସରେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିବାପାଇଁ ଏହି ଉଦ୍ୟମ ହୋଇଛି। ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ଲାଡ଼ଙ୍କ ଦ୍ବାରା ଏହି ଉଦ୍ୟମ ହୋଇଛି। ଅଗଷ୍ଟ ୧୫, ୨୦୨୧ରେ ସନ୍ତୋଷ ଲାଡ଼ ଫାଉଣ୍ଡେସନ ୨ କିମି ଲମ୍ବ ଏବଂ ୯ କିମି ଚଉଡ଼ାର ଏକ ପତାକା ଧରି ରୢାଲି କରିଥିଲେ। କିନ୍ତୁ ଚଳିତ ଥର ୯ କିମି ଲମ୍ବ ଏବଂ ୯ କିମି ଚଉଡ଼ାର ଜାତୀୟ ପତାକା ଉଡ଼ାଯିବ।
୯ କିମି ଲମ୍ବ ଜାତୀୟ ପତାକା ଉଡ଼ାଇବେ ୫୦ ହଜାର ଲୋକ
/sambad/media/post_attachments/wp-content/uploads/2022/08/9km-flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)