ଅହମ୍ମଦାବାଦ୍: ଗୁଜୁରାଟର ଅହମ୍ମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଧବାର ଅହମ୍ମଦାବାଦ୍ରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଲିଫ୍ଟ ମଧ୍ୟରେ ସମୁଦାୟ ୮ ଜଣ ଲୋକ ଥିଲେ। ଆହତ ହୋଇଥିବା ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ି ୭ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2022/09/f7561982-4047-4677-af3f-a91df9d569eb.jpg)