ସଂଗୀତ ଉତ୍ସବରେ ନିଶା ସେବନ କରି ୭ ମୃତ, ୫ କୋମାରେ

ହାନୋଇ: ଭିଏତନାମରେ ଏକ ସଂଗୀତ ଉତ୍ସବରେ ନିଶା ସେବନ କରି ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ ଜଣ କୋମାରେ ଅଛନ୍ତି। ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିମାନେ ନିଶା ସେବନ କରିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ମୃତକଙ୍କ ବୟସ ୨୦ ବର୍ଷ ମଧ୍ୟରେ ଏବଂ ଆହତଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବ।

ସମ୍ବନ୍ଧିତ ଖବର