ନାଇଜେରିଆରେ ହିଂସା,୮୬ ମୃତ

ଅବୁଜା: ନାଇଜେରିଆରେ କୃଷକ ଓ ପଶୁପାଳକଙ୍କ ମଧ୍ୟରେ ଜମି ବିବାଦ ଜନିତ ସଂଘର୍ଷରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି। ଗତ ମଙ୍ଗଳବାରଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଏଯାଏଁ ଥମିନାହିଁ। ତେବେ ବୋକୋ ହାରାମ ଆତଙ୍କବାଦୀ ସଂଗଠନ ଏହି ହିଂସାରେ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର