୯/୧୧ ଆକ୍ରମଣରୁ ବର୍ତ୍ତିଥିବା ଆମେରିକୀୟ ନାଗରିକ ‌କେନିଆରେ ନିହତ

ନାଇରୋବୀ: କେନିଆ ରାଜଧାନୀ ନାଇରୋବୀର ଏକ ହୋଟେଲ୍‌ରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ ଯେଉଁ ୨୧ ଜଣ ପ୍ରାଣ ହରାଇଥିଲେ ସେମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ନାଗରିକ ଥିଲେ। ଏହି ଆମେରିକୀୟ ନାଗରିକ ଜଣକ ୯/୧୧ ୱାର୍ଲଡ ଟ୍ରେଡ ସେଣ୍ଟର ଆକ୍ରମଣରୁ ବର୍ତ୍ତି ଯାଇଥିଲେ, କିନ୍ତୁ ଆଇଏସ୍‌ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ପ୍ରାଣ ଯାଇଛି। ୯/୧୧ ଆକ୍ରମଣ‌ରେ ୩୦୦୦ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର