ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ୍ରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଲୁନାଭଡ଼ା, ସୁରେନ୍ଦରନଗର, ମାନସା, ଭିରମଗମ୍, ହିମତନଗରରୁ ସିଭିଲ୍ ହସ୍ପିଟାଲ୍କୁ ଅଣା ଯାଇଥିଲା। ପ୍ରାୟତ ଆବଶ୍ୟକଠାରୁ କମ୍ ଓଜନ ହୋଇଥିବାରୁ ନବଜାତକମାନଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଳେଖଯୋଗ୍ୟ, ନିକଟରେ ଉତ୍ତପ୍ରଦେଶର ଗୋରଖପୁର ଏବଂ ଫାରୁକବାଦ ଶିଶୁ ମୃତ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।