ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୬୫୭; ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୯, ୮୮୭

ନୂଆଦିଲ୍ଲୀ: ଜୁନ୍ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୩୬୬୫୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪୦୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୬୪୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୯୪୨ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୩ ଜଣ, ଆସାମରେ ୪ ଜଣ, ବିହାରରେ ୨୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ ଜଣ, ଦିଲ୍ଲୀରେ ୭୦୮ ଜଣ, ଗୁଜରାଟରେ ୧୧୯୦ ଜଣ, ହରିୟାଣାରେ ୨୪ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୬ ଜଣ, ଝାଡ଼ଖଣ୍ଡରେ ୭ ଜଣ, କର୍ଣ୍ଣାଟକରେ ୫୭ ଜଣ, କେରଳରେ ୧୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୩୮୪ ଜଣ, ମହାରାଷ୍ଟ୍ରରେ ୨୮୪୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୮ ଜଣ, ପଞ୍ଜାବରେ ୪୮ ଜଣ, ରାଜସ୍ଥାନରେ ୨୧୮ ଜଣ, ତାମିଲନାଡୁରେ ୨୩୨ ଜଣ, ତେଲେଙ୍ଗାନାରେ ୧୧୩ ଜଣ, ଉତ୍ତରାଖଣ୍ଡରେ ୧୧ ଜଣ, ଉତ୍ତରପ୍ରଦେଶରେ ୨୫୭ ଜଣ ଏବଂ ପଶ୍ଚମବଙ୍ଗରେ ୩୬୬ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୩୦୩), ଅରୁଣାଚଳ ପ୍ରଦେଶ (୪୫), ଆସାମ (୨୧୫୩), ବିହାର (୪୫୯୬), ଚଣ୍ଡିଗଡ଼ (୩୦୪), ଛତିଶଗଡ଼ (୮୭୯), ଦାଦର ନଗର ହାୱେଲି (୧୪) ଜଣ, ଦିଲ୍ଲୀ (୨୬୩୩୪), ଗୋଆ (୧୯୬), ଗୁଜରାଟ (୧୯୦୯୪), ହରିୟାଣା (୩୫୯୭), ହିମାଚଳ ପ୍ରଦେଶ (୩୯୩), ଜମ୍ମୁ ଓ କଶ୍ମୀର (୩୩୨୪), ଝାଡ଼ଖଣ୍ଡ (୮୮୧) କର୍ଣ୍ଣାଟକ (୪୮୩୫), କେରଳ (୧୬୯୯), ଲଦାଖ (୯୭), ମଧ୍ୟପ୍ରଦେଶ (୮୯୯୬), ମହାରାଷ୍ଟ୍ର (୮୦୨୨୯), ମଣିପୁର (୧୩୨), ମେଘାଳୟ (୩୩), ମିଜୋରାମ (୨୨), ନାଗାଲାଣ୍ଡ (୯୪),  ଓଡ଼ିଶା (୨୬୦୮), ପୁଦ୍ଦୁଚେରୀ (୯୪), ପଞ୍ଜାବ (୨୪୬୧), ରାଜସ୍ଥାନ (୧୦୦୮୪), ସିକିମ୍ (୩), ତାମିଲନାଡୁ (୨୮୬୯୪), ତେଲେଙ୍ଗାନା (୩୨୯୦), ତ୍ରିପୁରା (୬୯୨), ଉତ୍ତରାଖଣ୍ଡ (୧୨୧୫), ଉତ୍ତରପ୍ରଦେଶ (୯୭୩୩) ଓ ପଶ୍ଚିମବଙ୍ଗ (୭୩୦୩) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୫୭୬), ଅରୁଣାଚଳ ପ୍ରଦେଶ (୧), ଆସାମ (୪୯୮), ବିହାର (୨୨୨୫), ଚଣ୍ଡିଗଡ଼ (୨୨୨), ଛତିଶଗଡ଼ (୨୪୪), ଦାଦର ନଗର ହାୱେଲି (୧), ଦିଲ୍ଲୀ (୧୦୩୧୫), ଗୋଆ (୬୫), ଗୁଜରାଟ (୧୩୦୦୩), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୧୮୯), ଜମ୍ମୁ ଓ କଶ୍ମୀର (୧୦୮୬), ଝାଡ଼ଖଣ୍ଡ (୪୧୦), କର୍ଣ୍ଣାଟକ (୧୬୮୮), କେରଳ (୭୧୨), ଲଦାଖ (୪୮), ମଧ୍ୟପ୍ରଦେଶ (୫୮୭୮), ମହାରାଷ୍ଟ୍ର (୩୫୧୫୬), ମଣିପୁର (୪୧), ମେଘାଳୟ (୧୩), ମିଜୋରାମ (୧) ଓଡ଼ିଶା (୧୬୦୪), ପୁଦ୍ଦୁଚେରୀ (୩୬), ପଞ୍ଜାବ (୨୦୬୯), ରାଜସ୍ଥାନ (୭୩୫୯), ତାମିଲନାଡୁ (୧୫୭୬୨), ତେଲେଙ୍ଗାନା (୧୬୨୭), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୩୩୪), ଉତ୍ତରପ୍ରଦେଶ (୫୬୪୮) ଓ ପଶ୍ଚିମବଙ୍ଗ (୨୯୧୨) ।

ସମ୍ବନ୍ଧିତ ଖବର