ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯, ୯୭୧

ନୂଆଦିଲ୍ଲୀ: ଜୁନ୍ ୧୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୭୬୫୮୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୨୦୫ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୭୪୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬୩୨ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୭ ଜଣ, ଆସାମରେ ୪ ଜଣ, ବିହାରରେ ୩୨ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୯୦୫ ଜଣ, ଗୁଜରାଟରେ ୧୩୧୩ ଜଣ, ହରିୟାଣାରେ ୪୫ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୪୮ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୬୬ ଜଣ, କେରଳରେ ୧୬ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୨୦ ଜଣ, ମହାରାଷ୍ଟ୍ରରେ ୩୨୮୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୫ ଜଣ, ରାଜସ୍ଥାନରେ ୨୫୫ ଜଣ, ତାମିଲନାଡୁରେ ୩୦୭ ଜଣ, ତେଲେଙ୍ଗାନାରେ ୧୪୮ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଉତ୍ତରପ୍ରଦେଶରେ ୩୦୧ ଜଣ ଏବଂ ପଶ୍ଚମବଙ୍ଗରେ ୪୧୫ ଜଣ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୫୦୭୦), ଅରୁଣାଚଳ ପ୍ରଦେଶ (୫୭), ଆସାମ (୨୯୩୭), ବିହାର (୫୪୫୯), ଚଣ୍ଡିଗଡ଼ (୩୨୩), ଛତିଶଗଡ଼ (୧୨୪୦), ଦାଦର ନଗର ହାୱେଲି (୨୨) ଜଣ, ଦିଲ୍ଲୀ (୩୧୩୦୯), ଗୋଆ (୩୫୯), ଗୁଜରାଟ (୨୧୦୧୪), ହରିୟାଣା (୫୨୦୯), ହିମାଚଳ ପ୍ରଦେଶ (୪୪୫), ଜମ୍ମୁ ଓ କଶ୍ମୀର (୪୩୪୬), ଝାଡ଼ଖଣ୍ଡ (୧୪୧୧) କର୍ଣ୍ଣାଟକ (୫୯୨୧), କେରଳ (୨୦୯୬), ଲଦାଖ (୧୦୮), ମଧ୍ୟପ୍ରଦେଶ (୯୮୪୯), ମହାରାଷ୍ଟ୍ର (୯୦୭୮୭), ମଣିପୁର (୩୦୪), ମେଘାଳୟ (୪୩), ମିଜୋରାମ (୮୮), ନାଗାଲାଣ୍ଡ (୧୨୭),  ଓଡ଼ିଶା (୩୧୪୦), ପୁଦ୍ଦୁଚେରୀ (୧୨୭), ପଞ୍ଜାବ (୨୭୧୯), ରାଜସ୍ଥାନ (୧୧୨୪୫), ସିକିମ୍ (୭), ତାମିଲନାଡୁ (୩୪୯୧୪), ତେଲେଙ୍ଗାନା (୩୯୨୦), ତ୍ରିପୁରା (୮୬୪), ଉତ୍ତରାଖଣ୍ଡ (୧୧୩୩୫), ଉତ୍ତରପ୍ରଦେଶ (୮୯୮୫) ଓ ପଶ୍ଚିମବଙ୍ଗ (୯୨୨୭) ।

Image Courtesy of Zee News

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୮୦୨), ଅରୁଣାଚଳ ପ୍ରଦେଶ (୧), ଆସାମ (୧୦୮୫), ବିହାର (୨୮୬୪), ଚଣ୍ଡିଗଡ଼ (୨୮୬), ଛତିଶଗଡ଼ (୩୮୬), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୧୮୬୧), ଗୋଆ (୬୭), ଗୁଜରାଟ (୧୪୩୬୫), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୨୪୯), ଜମ୍ମୁ ଓ କଶ୍ମୀର (୧୫୦୬), ଝାଡ଼ଖଣ୍ଡ (୫୫୯), କର୍ଣ୍ଣାଟକ (୨୬୦୪), କେରଳ (୮୪୮), ଲଦାଖ (୫୨), ମଧ୍ୟପ୍ରଦେଶ (୬୭୨୯), ମହାରାଷ୍ଟ୍ର (୪୨୬୩୮), ମଣିପୁର (୬୧), ମେଘାଳୟ (୧୩), ମିଜୋରାମ (୧) ଓଡ଼ିଶା (୨୧୩୩), ପୁଦ୍ଦୁଚେରୀ (୫୨), ପଞ୍ଜାବ (୨୧୬୭), ରାଜସ୍ଥାନ (୮୩୨୮), ତାମିଲନାଡୁ (୧୮୩୨୫), ତେଲେଙ୍ଗାନା (୧୮୦୯), ତ୍ରିପୁରା (୧୯୨), ଉତ୍ତରାଖଣ୍ଡ (୭୫୫), ଉତ୍ତରପ୍ରଦେଶ (୬୬୬୯) ଓ ପଶ୍ଚିମବଙ୍ଗ (୩୬୨୦) ।

 

 

 

ସମ୍ବନ୍ଧିତ ଖବର