ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୫୭୯; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯, ୯୯୬

ନୂଆଦିଲ୍ଲୀ: ଜୁନ୍ ୧୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୮୬୫୭୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୦୨୮ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୮୧୦୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୪୪୮ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୮ ଜଣ, ଆସାମରେ ୪ ଜଣ, ବିହାରରେ ୩୩ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୯୮୪ ଜଣ, ଗୁଜରାଟରେ ୧୩୪୭ ଜଣ, ହରିୟାଣାରେ ୫୨ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୧ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୬୯ ଜଣ, କେରଳରେ ୧୮ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୨୭ ଜଣ, ମହାରାଷ୍ଟ୍ରରେ ୩୪୩୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୫ ଜଣ, ରାଜସ୍ଥାନରେ ୨୫୯ ଜଣ, ତାମିଲନାଡୁରେ ୩୨୬ ଜଣ, ତେଲେଙ୍ଗାନାରେ ୧୫୬ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୫ ଜଣ, ଉତ୍ତରପ୍ରଦେଶରେ ୩୨୧ ଜଣ ଏବଂ ପଶ୍ଚମବଙ୍ଗରେ ୪୩୨ ଜଣ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୫୨୬୯), ଅରୁଣାଚଳ ପ୍ରଦେଶ (୫୭), ଆସାମ (୩୦୯୨), ବିହାର (୫୭୧୦), ଚଣ୍ଡିଗଡ଼ (୩୨୭), ଛତିଶଗଡ଼ (୧୨୬୨), ଦାଦର ନଗର ହାୱେଲି (୨୬) ଜଣ, ଦିଲ୍ଲୀ (୩୨୮୧୦), ଗୋଆ (୩୮୭), ଗୁଜରାଟ (୨୧୫୨୧), ହରିୟାଣା (୫୫୭୯), ହିମାଚଳ ପ୍ରଦେଶ (୪୫୧), ଜମ୍ମୁ ଓ କଶ୍ମୀର (୪୫୦୭), ଝାଡ଼ଖଣ୍ଡ (୧୪୮୯) କର୍ଣ୍ଣାଟକ (୬୦୬୧), କେରଳ (୨୧୬୧), ଲଦାଖ (୧୧୫), ମଧ୍ୟପ୍ରଦେଶ (୧୦୦୪୯), ମହାରାଷ୍ଟ୍ର (୯୪୦୪୧), ମଣିପୁର (୩୧୧), ମେଘାଳୟ (୪୪), ମିଜୋରାମ (୯୩), ନାଗାଲାଣ୍ଡ (୧୨୮),  ଓଡ଼ିଶା (୩୨୫୦), ପୁଦ୍ଦୁଚେରୀ (୧୨୭), ପଞ୍ଜାବ (୨୮୦୫), ରାଜସ୍ଥାନ (୧୧୬୦୦), ସିକିମ୍ (୧୩), ତାମିଲନାଡୁ (୩୬୮୪୧), ତେଲେଙ୍ଗାନା (୪୧୧୧), ତ୍ରିପୁରା (୮୯୫), ଉତ୍ତରାଖଣ୍ଡ (୧୫୬୨), ଉତ୍ତରପ୍ରଦେଶ (୧୧୬୧୦) ଓ ପଶ୍ଚିମବଙ୍ଗ (୯୩୨୮)।

Image Courtesy of Zee News

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୮୯୯), ଅରୁଣାଚଳ ପ୍ରଦେଶ (୨), ଆସାମ (୧୨୪୯), ବିହାର (୩୦୭୧), ଚଣ୍ଡିଗଡ଼ (୨୮୬), ଛତିଶଗଡ଼ (୪୦୨), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୨୨୪୫), ଗୋଆ (୬୭), ଗୁଜରାଟ (୧୪୭୩୫), ହରିୟାଣା (୨୧୮୮), ହିମାଚଳ ପ୍ରଦେଶ (୨୫୪), ଜମ୍ମୁ ଓ କଶ୍ମୀର (୧୬୭୧), ଝାଡ଼ଖଣ୍ଡ (୫୯୨), କର୍ଣ୍ଣାଟକ (୨୮୬୨), କେରଳ (୯୦୫), ଲଦାଖ (୫୨), ମଧ୍ୟପ୍ରଦେଶ (୬୮୯୨), ମହାରାଷ୍ଟ୍ର (୪୪୫୧୭), ମଣିପୁର (୬୩), ମେଘାଳୟ (୧୩), ମିଜୋରାମ (୧) ନାଗାଲାଣ୍ଡ୍ (୨୨), ଓଡ଼ିଶା (୨୨୮୨), ପୁଦ୍ଦୁଚେରୀ (୫୩), ପଞ୍ଜାବ (୨୨୩୨), ରାଜସ୍ଥାନ (୮୫୬୯), ତାମିଲନାଡୁ (୧୯୩୩୩), ତେଲେଙ୍ଗାନା (୧୮୧୭), ତ୍ରିପୁରା (୨୩୯), ଉତ୍ତରାଖଣ୍ଡ (୮୩୧), ଉତ୍ତରପ୍ରଦେଶ (୬୮୭୧) ଓ ପଶ୍ଚିମବଙ୍ଗ (୩୭୭୯) ।

ସମ୍ବନ୍ଧିତ ଖବର