ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ କମାଣ୍ଡର ପ୍ରେରଣା ଦେଓସ୍ଥାଲି ଓ କମାଣ୍ଡର ଈଶାନ ଦେଓସ୍ଥାଲି ଭଉଣୀ ଓ ଭାଇ ଯୋଡ଼ି ଗୋଟିଏ ସମୟରେ ଦୁଇଟି ଭିନ୍ନ ଭିନ୍ନ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଛନ୍ତି। କମାଣ୍ଡର ପ୍ରେରଣା ଦେଓସ୍ଥାଲି ଗତବର୍ଷ ଭାରତୀୟ ନୌସେନାରେ ଯୁଦ୍ଧ ଜାହାଜର କମାଣ୍ଡର ହେବାରେ ପ୍ରଥମ ମହିଳା ଅଧିକାରୀ ହୋଇଥିଲେ। ସେ ବର୍ତ୍ତମାନ ଫାଷ୍ଟ ଆଟାକ୍ କ୍ରାଫ୍ଟ ଆଇଏନ୍ଏସ୍ ତ୍ରିଙ୍କଟର ନେତୃତ୍ୱ ନେଉଛନ୍ତି। ତାଙ୍କ ଭାଇ କମାଣ୍ଡର ଈଶାନ ଦେବସ୍ଥାଲିଙ୍କୁ ଏବେ ଭାରତୀୟ ନୌସେନାର ବୀର ଶ୍ରେଣୀର କ୍ଷେପଣାସ୍ତ୍ର ଜାହାଜ ଆଇଏନ୍ଏସ୍ ବିଭୂତିର କମାଣ୍ଡ ଦିଆଯାଇଛି। ଉଭୟ ଭାଇ ଓ ଭଉଣୀ ପଶ୍ଚିମ କମାଣ୍ଡ ଅଧୀନରେ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଛନ୍ତି।
ନୌସେନାରେ ଯୁଦ୍ଧ ଜାହାଜର କମାଣ୍ଡର ହେଲେ ଭାଇ-ଭଉଣୀ ଯୋଡ଼ି
ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ କମାଣ୍ଡର ପ୍ରେରଣା ଦେଓସ୍ଥାଲି ଓ କମାଣ୍ଡର ଈଶାନ ଦେଓସ୍ଥାଲି ଭଉଣୀ ଓ ଭାଇ ଯୋଡ଼ି ଗୋଟିଏ ସମୟରେ ଦୁଇଟି ଭିନ୍ନ ଭିନ୍ନ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଛନ୍ତି।
/sambad/media/media_files/2024/11/15/8b49LEUPxKgH6jcG8QTN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)