ମଧ୍ୟପ୍ରଦେଶ: ଜଣେ ୪ ବର୍ଷର ନାବାଳିକା ଘର ନିକଟରେ ଖେଳୁଥିବା ବେଳେ ଦଳେ ବୁଲା କୁକୁର ତାକୁ ତଳେ ପକାଇ ଘୋଷାରି ଘୋଷାରି ଝୁଣି ପକାଇଛନ୍ତି। ଗୁରୁତର ଆହତ ଶିଶୁକନ୍ୟାଟିକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ରାଜଧାନୀ ଭୋପାଳର ସେୱାନିଆରେ ଘଟିଛି। ସିସିଟିଭିରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆତଙ୍କ ଖେଳିଯାଇଛି। ଭୋପାଳରେ ୧ ଲକ୍ଷରୁ ଅଧିକ ବୁଲା କୁକୁର ଅଛନ୍ତି। ରାସ୍ତାର କୁକୁରମାନେ ଆତଙ୍କ ସୃଷ୍ଟି କରୁଛନ୍ତି।
ଚାରି ବର୍ଷର ବାଳିକାକୁ ବୁଲାକୁକୁର ଝୁଣିଦେଲେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2022/01/s65f465sf4hsf65h4sfh654sfh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)