ନୂଆଦିଲ୍ଲୀ : ୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ରସାୟନ ଓ ପେଟ୍ରୋ ରସାୟନ ବିଭାଗର ସଚିବ ଆରତି ଆହୁଜାଙ୍କୁ ସାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ନିଯୁକ୍ତି ସଂପର୍କିତ କ୍ୟାବିନେଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମତୀ ଆହୁଜା ଅତିରିକ୍ତ ଦାୟିତ୍ବରେ ରହିବେ।
ଆରତି ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ
/sambad/media/post_attachments/wp-content/uploads/2022/06/arati-ahuja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)