ଅଭିନନ୍ଦନଙ୍କ ଭିଡଓ ଭାଇରାଲ

ହାଇଦ୍ରାବାଦ : ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଥମାନ କାର୍ଯ୍ୟରେ ଯୋଗଦେବା ପରେ ସେନା କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ସେନା କର୍ମଚାରୀମାନେ ଅଭିନନ୍ଦନଙ୍କ ସହ ସେଲ୍ଫି ନେବା ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର