ଏସିରୁ ବିଷ‌ାକ୍ତ ଗ୍ୟାସ୍ ୩ ଜୀବନ ନେଲା

ଚେନ୍ନାଇ: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ଚେନ୍ନାଇରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଖରାପ ଏସିର ବିଷ‌ାକ୍ତ ଗ୍ୟାସ୍‌ ସଂସ୍ପର୍ଶ‌େର ଆସି ପ୍ରାଣ ହରାଇଛନ୍ତି। ଚେନ୍ନାଇର କୋୟାମ୍ବେଡ଼ୁ ସ୍ଥିତ ଥିରୁଭଲୁବର ନଗରରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ, ତାଙ୍କ ପତ୍ନୀ ଏବଂ ୮ ବର୍ଷର ପୁଅ ଅଛନ୍ତି। ପୁଲିସ କବାଟ ଭାଙ୍ଗି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର