ପୁନେ: ପୁନେର ମୁନ୍ଓ୍ଵା ଅଞ୍ଚଳରେ ଆଜି ଏକ ୩୦ ବର୍ଷର ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। କୋଠା ଭୁଶୁଡ଼ିବା ପରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ୮ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିଲା। ଆଉ ଏକ ଘଟଣାରେ ଆଜି ନଏଡ଼ାରେ ସେକ୍ଟର-୬୩ରେ ଏକ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି।
କୋଠା ଭୁଶୁଡ଼ି ୭ ମୃତ
/sambad/media/post_attachments/wp-content/uploads/2018/07/dead-2.jpg)