ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୬ ମୃତ, ୫ ଆହତ

ଯୋଧପୁର: ରାଜସ୍ଥାନର ‌ଯୋଧପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ‌ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ, ଯୋଧପୁର ନିକଟରେ ଏକ ମିନିବସ୍‌ର ଟାୟାର ହଠାତ୍‌ ଫାଟି ଯିବାରୁ ଏହା ନିୟନ୍ତ୍ରଣ ହରାଇ ଏକ ବୋଲେରୋରେ ପିଟି ହୋଇଥିଲା। ଫଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର