ମଥୁରା : ଯମୁନା ଏକ୍ସପ୍ରେସ୍ୱେରେ ଆଜି ୨ଟି ପୃଥକ୍ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଘଟଣାରେ ୮ଟି ଗାଡ଼ି ପଛକୁ ପଛ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ପିଜିଆଇ ସଇଫାଇକୁ ପଠାଯାଇଛି। ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ହୋଇଛି।
ଯମୁନା ଏକ୍ସପ୍ରେସ୍ୱେରେ ଦୁର୍ଘଟଣା, ୫ ମୃତ
/sambad/media/post_attachments/wp-content/uploads/2021/01/Untitled-1-1.jpg)