ପୁଲିସ ଗୁଳିରେ ପ୍ରାଣ ହରାଇଲା ଅଭିଯୁକ୍ତ

0

ହାଇଦ୍ରାବାଦ୍‌: ଆମେରିକାର କାନ୍‌ସାସ୍‌ ସହରରେ ଗତ ୬ ତାରିଖରେ ହତ୍ୟାର ଶିକାର ହୋଇଥିବା ଜଣେ ଭାରତୀୟ ଛାତ୍ର ଶରଥ କୋପ୍ପୁଙ୍କ ହତ୍ୟାକାରୀକୁ  ପୁଲିସ ଗୁଳି କରି ହତ୍ୟା କରିଛି। ହାଇଦ୍ରାବାଦ୍‌ର ଶରଥ ମିସୌରୀ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ ଛାତ୍ର ଥିଲେ। ସେ ପାର୍ଟ ଟାଇମ୍‌ ଜବ୍‌ ମଧ୍ୟ କରୁଥିଲେ।

ସମ୍ବନ୍ଧିତ ଖବର