ହାଇଦ୍ରାବାଦ୍: ଆମେରିକାର କାନ୍ସାସ୍ ସହରରେ ଗତ ୬ ତାରିଖରେ ହତ୍ୟାର ଶିକାର ହୋଇଥିବା ଜଣେ ଭାରତୀୟ ଛାତ୍ର ଶରଥ କୋପ୍ପୁଙ୍କ ହତ୍ୟାକାରୀକୁ ପୁଲିସ ଗୁଳି କରି ହତ୍ୟା କରିଛି। ହାଇଦ୍ରାବାଦ୍ର ଶରଥ ମିସୌରୀ ବିଶ୍ୱବିଦ୍ୟାଳୟରେ ଏମ୍ଏସ୍ ଛାତ୍ର ଥିଲେ। ସେ ପାର୍ଟ ଟାଇମ୍ ଜବ୍ ମଧ୍ୟ କରୁଥିଲେ।
ପୁଲିସ ଗୁଳିରେ ପ୍ରାଣ ହରାଇଲା ଅଭିଯୁକ୍ତ
/sambad/media/post_attachments/wp-content/uploads/2018/07/murder-in-firing.jpg)