ମୃତ୍ୟୁପରେ ତସଲିମା ନସରିନ୍‌ ଶରୀର ଦାନ କରିବେ

ନୂଆଦିଲ୍ଲୀ : ପ୍ରସିଦ୍ଧ ବାଂଲାଦେଶୀ ଲେଖିବା ତସଲିମା ନସରିନ୍‌ ଆଜି ଏକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ମୃତ୍ୟୁପରେ ଏମ୍ସକୁ ତାଙ୍କ ଶରୀର ଦାନ କରିବେ ବୋଲି ଜଣାଇଛନ୍ତି। ତସ୍‌୍‌ଲିମା ଆଜି ଟ୍ଵିଟ୍‌ କରି କହିଛନ୍ତି ଯେ ମୃତ୍ୟୁ ପରେ ତାଙ୍କର ଶେଷ ସଂସ୍କାର କରାଯିବ ନାହିଁ ଏବଂ ତାଙ୍କ ଶରୀରକୁ ଏମ୍ସକୁ ଗବେଷଣା ଏବଂ ଶିକ୍ଷାଲାଭ ପାଇଁ ଦାନ କରାଯିବ ।

ସମ୍ବନ୍ଧିତ ଖବର