ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ପ୍ରଥମ ଆମେଥି ଗସ୍ତ

ଆମେଥି: କଂଗ୍ରେସ ନେତା ରାହୁଲ ଗାନ୍ଧୀ  ତାଙ୍କର ପୂର୍ବତନ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ଆମେଥିରେ ଯାଇ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ଆମେଥି ଆସନରେ ନିର୍ବାଚନ ହାରିବା ପରେ ଏହା ରାହୁଲଙ୍କ ପ୍ରଥମ ଆମେଥି ଗସ୍ତ।  ରାହୁଲ ପ୍ରଥମେ ଗୌରୀଗଂଜ ଯାଇ ସେଠାରେ ତାଙ୍କ ଦଳର ତିଲୋଇ ବିଧାନସଭା ପ୍ରଭାରୀ ମାତା ପ୍ରସାଦ ବୈଶଙ୍କ ବାସଭବନକୁ ଯାଇଥିଲେ।

ସମ୍ବନ୍ଧିତ ଖବର