ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ କମିସନ୍‌ ପ୍ରଚାର କଟକଣା ଲଗାଇଥିବାରୁ ସେ ପ୍ରଚାରରୁ ବିରତ ରହିଛନ୍ତି। ମଙ୍ଗଳବାର ଯୋଗୀ ଲକ୍ଷ୍ନୌ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଥିଲା।

Advertisment