ଦିଲ୍ଲୀରେ ପୁଣି ନିଆଁ : ମୁଣ୍ଡୁକା ଅଞ୍ଚଳରେ ଲାଗିଛି ନିଆଁ, ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡି ନିୟୋଜିତ

ଦିଲ୍ଲୀ : ଏଇ କିଛିଦିନ ତଳେ ଦିଲ୍ଲୀରେ ଲାଗିଥିବା ନିଆଁର ଭୟାବହତା ମନରୁ ନ ଲିଭୁଣୁ ପୁଣି ଦିଲ୍ଲୀରେ ଲାଗିଛି ନିଆଁ। ଆଜି ସକାଳୁ ମୁଣ୍ଡୁକା ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡି ନିୟୋଜିତ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀର ଏକ କାରଖାନାରେ ଲାଗିଥିବା ନିଆଁରେ ୪୩ ଜଣ ପୋଡି ପ୍ରାଣ ହରାଇଥିଲେ। ଏହି ନିଆଁର ଭୟାବହତା ମନରୁ ନ ଲିଭିଣୁ ପୁଣି ମୁଣ୍ଡୁକା ଅଞ୍ଚଳରେ ନିଆଁ ଲାଗିବା ଫଳରେ ଲୋକଙ୍କ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର