ଚେନ୍ନାଇ : ସାଂସଦ ପ୍ରାର୍ଥୀ ହେବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ୨୫ ହଜାର ଫି ଜମା କରିବାକୁ ପଡ଼ିବ ବୋଲି ଏଏଆଇଏଡିଏମ୍କେ ନିଷ୍ପତ୍ତି ନେଇଛି। ଦଳର ଏହି ନିଷ୍ପତ୍ତିକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ପଂଜାବ କଂଗ୍ରେସ ଶାଖା ମଧ୍ୟ ଏଭଳି ନିଷ୍ପତ୍ତି ନେଇ ଆଶାୟୀ ପ୍ରାର୍ଥୀମାନେ ୨୫ ହଜାର ଟଙ୍କା ଲେଖାଏଁ ଜମା ଦେବାକୁ କହିଛି।
ଏଆଇଏଡିଏମ୍କେର ନୂଆ ନିୟମ : ସାଂସଦ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୫ ହଜାର
/sambad/media/post_attachments/wp-content/uploads/2019/01/aiadmk-1.jpg)