ଏଆଇଏଡିଏମ୍‌କେର ନୂଆ ନିୟମ : ସାଂସଦ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୫ ହଜାର

0

ଚେନ୍ନାଇ : ସାଂସଦ ପ୍ରାର୍ଥୀ ହେବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ୨୫ ହଜାର ଫି ଜମା କରିବାକୁ ପଡ଼ିବ ବୋଲି ଏଏଆଇଏଡିଏମ୍‌କେ ନିଷ୍ପତ୍ତି ନେଇଛି। ଦଳର ଏହି ନିଷ୍ପତ୍ତିକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ପଂଜାବ କଂଗ୍ରେସ ଶାଖା ମଧ୍ୟ ଏଭଳି ନିଷ୍ପତ୍ତି ନେଇ ଆଶାୟୀ ପ୍ରାର୍ଥୀମାନେ ୨୫ ହଜାର ଟଙ୍କା ଲେଖାଏଁ ଜମା ଦେବାକୁ କହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.