ନୂଆଦିଲ୍ଲୀ : ଏୟାରଟେଲ ମାଲିକ ସୁନିଲ ଭାରତୀ ମିତ୍ତଲ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ବ୍ୟବସାୟ ବାତାବରଣକୁ ବେଶ୍ ପ୍ରଶଂସା କରିଛନ୍ତି। ଆବଶ୍ୟକ ଫି ଦେବାପରେ ସରକାର ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ଯେଭଳି କାର୍ଯ୍ୟ କରିଛନ୍ତି ମିତ୍ତଲ କହିଛନ୍ତି ଟେଲିକମ୍ ବିଭାଗ ସହିତ ତାଙ୍କ ୩୦ ବର୍ଷର ବ୍ୟବସାୟ ମଧ୍ୟରେ ସେ ଏଭଳି ସକ୍ରିୟ କାର୍ଯ୍ୟ କେବେ ଦେଖି ନଥିଲେ। ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ ଦେଖିଲି। ଏଭଳି ପରିବର୍ତ୍ତନ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ସେ କହିଛନ୍ତି।
ବ୍ୟବସାୟ ବାତାବରଣକୁ ଏୟାରଟେଲ ମାଲିକଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2022/08/sunil-mittal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)