ମୁମ୍ବାଇ: ଏନ୍ସିପି ନେତା ଅଜିତ ପାୱାର ପୁଣିଥରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ। ଏନ୍ସିପି ସୁତ୍ରରୁ ଜଣାପଡ଼ିଛି ଯେ ଦଳ ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆସନ୍ତା ୩୦ରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମାସକ ପୂର୍ବେ ପୂର୍ବେ ଅଜିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ମାତ୍ର ୮୦ ଘଣ୍ଟା ମଧ୍ୟରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଏନ୍ସିପିକୁ ଫେରି ଆସିଥିଲେ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ଅଜିତ ପାୱାର
/sambad/media/post_attachments/wp-content/uploads/2019/12/ajit-pawar-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)