ଚଣ୍ଡିଗଡ଼: ୧୯୮୪ ଶିଖ୍ବିରୋଧୀ ଦଙ୍ଗା ମାମଲାକୁ କେନ୍ଦ୍ରକରି ଆଜି ପଞ୍ଜାବର ଲୁଧିଆନାଠାରେ ଶିରୋମଣି ଅକାଳି ଦଳ ପକ୍ଷରୁ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି। ଏମିତି କି ଲୁଧିଆନାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳି ଏହାକୁ ବିକୃତ କରିଦେଇଛନ୍ତି। ଘଟଣା ପାଇଁ ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲ କ୍ଷମା ମାଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦାବି କରିଛନ୍ତି।
ରାଜୀବ ପ୍ରତିମୂର୍ତ୍ତିକୁ ବିକୃତ କଲା ଅକାଳି ଦଳ
/sambad/media/post_attachments/wp-content/uploads/2018/12/Rajive-gandhi-statue-disfigured.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)