ନୂଆଦିଲ୍ଲୀ : ବିଶିଷ୍ଟ ମାଲାୟଲମ କବି ଅକିଥମ ଅଚ୍ୟୁତମ ନମ୍ବୁଦ୍ରି ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏ ସଂପର୍କରେ ଶୁକ୍ରବାରଦିନ ଜ୍ଞାନପୀଠ ଚୟନ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଜ୍ଞାନପୀଠ ପାଇବାରେ ସେ ୫୫ତମ ବ୍ୟକ୍ତି ଓ କେରଳର ୬ଷ୍ଠ ବ୍ୟକ୍ତି । ୧୯୨୬ରେ ଜନ୍ମ ହୋଇଥିବା ଅକନଥମ କେରଳର ଜଣେ ଜଣାଶୁଣା କବିଭାବେ ପରିଚିତ । ସେ ୫୫ଟି ପୁସ୍ତକ ରଚନା କରିଛନ୍ତି, ତା ମଧ୍ୟରୁ ୪୫ଟି ହେଉଛି କବିତା ସଂକଳନ ।

Advertisment