ପାଟନା : ବିହାରରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଆସନ୍ତା ଜୁନ୍ ୧ ତାରିଖରେ ଏକ ସର୍ବଦଳୀୟ ବୈଠକ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ହେବ ବୋଲି ବିହାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଆଜି କହିଛନ୍ତି। ତେବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଜେପି ଏହି ସର୍ବଦଳୀୟ ବୈଠକକୁ ବିରୋଧ କରୁନାହିଁ ବୋଲି ଚୌଧୁରୀ କହିଛନ୍ତି। ବୈଠକରେ ନିଷ୍ପତ୍ତି ପରେ ଏହାକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ କ୍ୟାବିନେଟ୍ର ବୈଠକ ଡକାଯିବ।
ବିହାର: ଜୁନ୍ ୧ରେ ସର୍ବଦଳୀୟ ବୈଠକ
/sambad/media/post_attachments/wp-content/uploads/2020/11/Nitish_Kumar_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)